STORYMIRROR

Akshaya Kumar Moharana

Inspirational

3  

Akshaya Kumar Moharana

Inspirational

P ର ଶୀର୍ଷକ:ଶିବ ଶଙ୍କର

P ର ଶୀର୍ଷକ:ଶିବ ଶଙ୍କର

1 min
223

ଯାଉଛି ଲୋ ଶିବ ମନ୍ଦିର

   ଭୋଳା ଶଙ୍କର  ।


ଚିତ୍ତ ମୋ ରହୁ ନିରନ୍ତର

   ପୂଜିବି ହର    ।


ଚାଙ୍ଗୁଡି ରେ ବେଲ ପତର

   ଗଡୁରେ କ୍ଷୀର   ।


ଜପୁଛି ଓଁ ଶିବାୟ ମନ୍ତ୍ର

   ଜାଳି ଜାଗର    ।


ପ୍ରାପ୍ତ ମୁଁ ହୁଏ ତପେ ବର

  ମିଛ ସ‍ଂସାର    ।


 ମନ ଦିଅ ଢାଳି ଏଥର

   ପରମେଶ୍ବର    ।


ମହେଶ୍ବର ଘେନ ଜୁହାର

  ଏ ମନ ମୋର   ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational