STORYMIRROR

Gyanendriya Dash

Inspirational Others Children

3  

Gyanendriya Dash

Inspirational Others Children

ମୁନୁଷ୍ ଜୀବନ୍

ମୁନୁଷ୍ ଜୀବନ୍

1 min
142


ମୁନୁଷ୍ ଜୀବନର୍ କାଏଁ ଆଏତ୍

ଆଝିର୍ ଅଛୁଁ କାଏଲ୍ କେ ନାଇଁ,

ପବନର୍ ଖେଲ୍ ଅଟକି ଗଲେଁ

ନେଇଯିବେ ଆମକୁଁ ମସାନ୍ ଭୁଇଁ ।।

କେନ୍ ପୁଇନ୍ କରିଥିଲାଁ ଯେ

ପାଇଛୁଁ ଆମେ ମୁନୁଷ୍ ଜନମ୍,

ଜିଇଁ ଥିବାର୍ ତକ୍ ଇ ଜୀବନେ

କରୁଥିମା ଭଲ୍ କରମ୍ ଧରମ୍ ।।

ପୁରଥି ଯାକର୍ ସଭେ ଆମେ

ଗୁଟେ ପରିବାରର୍ ଭାଏ ବୁହେନ୍,

ମିଲିମିଶି କରି ଗୁଟେ ଜୀବନେ

ଚଲମା ସଭେଁ ଅଏନ୍ ଅଏନ୍ ।।

ହିଁସା-ଅହଁକାର, ଛିଦର୍-ବାଦର୍

ନାଇଁ କରି କିଏ କାହାକେ,

ଭାବ୍-ପିରତି, ମିଲନ୍-ମିସନ୍

ଖୁସିବାସି ରଖମା ଆମର୍ ମନ୍ କେ ।।

ଇନ୍ତା କାମ୍ କର୍ମା ଦିନ୍ ରାଏତ୍

ନାଇଁ ମରୁଁ ଆମେ କେଭେଁ କେଭେଁ,

ଦୁନିଆଁ ସାରା ମନେ ରଖିଥିବେ

ଆମର୍ କାମ୍ କେ ଝୁର୍ବେ ସଭେ ।।

ମୁନୁଷ ଜୀବନ୍ ସାଫୁଲ୍ କର୍ମା

ଦେଶ୍ ରାଏଜର୍ ସେବା କରି କରି,

ଦୁନିଆଁ ଯେନ୍ତା ହେତଉ ଥିବା

ଆମର୍ ସବୁ କାମ୍ କାରଜ୍ କେ ଝୁରି ।।

     


Rate this content
Log in

Similar oriya poem from Inspirational