STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

Happy Flirting day

Happy Flirting day

1 min
218

ଚିକିଣୀ ଚାକଣ   ରାଧିକାଟେ ଜାଣ 

      ଆଖି ମାରିଦେଲା ହସି

ମୁକୁଳି ନପାରି     ତାହାରି ଫାସରୁ

      ପ୍ରେମରେ ଗଲି ମୁଁ ଫଶି 

ଧନ ଜାନୁ କହି      ଗାଲକୁ ଓଠକୁ 

      ଦେଇଗଲା ଖାଲି ଚୁମା 

ଭାବି ଦେଲେ ଥରେ  ତାର ସେ କଥାକୁ

       ହୃଦୟେ ଫୁଟିଛି ବମା

ଲିପିଷ୍ଟିକ୍ ସିଏ     ଏତେ ବୋଳିଥିଲା

    ଗାଲରେ ମୋ ହେଲା ନେସି 

ସକାଳୁ ସକାଳୁ flirting day ଟାରେ

      ପିଏଇକି ପ୍ରେମ ଲସି

      ଚାଲିଗଲା ହସି ହସି 

କହିଲା ହେ ଜାନୁ ଫାଙ୍କ ହେଲେ ତୁମେ

     ଯିବା ଗୋ ସିନେମା ଦେଖି 

ବାକି ଗଣିତକୁ     ସେଇଠି କଷିବା 

    ସିନେମା ଯେ ଦେଖି ଦେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance