STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ହାପି ପରଫ୍ୟୁମ ଡେ

ହାପି ପରଫ୍ୟୁମ ଡେ

1 min
159

ଆଣିଛି ମୁଁ କିଣି    ତୋ ପାଇଁ ସଜନୀ 

       ଅତର ନାନା ପ୍ରକାର 

ଗୋରା ଚକ ମକ ଦେହେ ତୋ ଲଗାଇ

      ଲେଖିବୁ ପ୍ରେମ ପତର

ପ୍ରିତୀର ଶେଯରେ   ସଜାଇ ଦେବି ମୁଁ 

      ଗୋଲାପ ରଜନୀଗନ୍ଧା 

ପାରିବୁନି ଖସି      ଥିବୁ ପାଖେ ବସି

     ହୋଇ ମୋ ପ୍ରେମରେ ବନ୍ଧା

ବିତେଇ ଦେବା ଗୋ    ଅତର ଦିବସ 

      ଦେହରେ ଅତର ମାଖି 

ଗାଉଥିବା ଦୁହେଁ     ମିଳନ ସଙ୍ଗୀତ 

      ଭାବକୁ ଭାବରେ ଯୋଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance