STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ହାପି କନଫେସନ୍ ଡେ

ହାପି କନଫେସନ୍ ଡେ

1 min
200

ପଛରେ ଲୁଚାଇ     ଫୁଲଟିଏ ନେଇ 

    ଗଲି ମୋର ପ୍ରିୟା ପାସେ 

ମୋତେ ପାଖେ ପାଇ ପ୍ରିୟାଟି ଯେ ମୋର

     ମନେ ମନେ ଖାଲି ହସେ

କହିଲା କି ଧନ     କିସ ଗୋ ରଖିଛ 

      ଲୁଚାଇ କି ପଛ ପଟେ

ଦେଇ କହିଦିଅ       ମନର କଥାକୁ

    ହେଳା କର ନାହିଁ ମୋଟେ

କହିଲି ପ୍ରିୟାକୁ    ରାଜି ଯଦି ହୁଅ 

      ଦିଅ ଥରେ ଅନୁମତି 

ଫୁଲ ସବାରୀରେ  ନେବି ଗୋ ତୁମକୁ

      କରି ମୋ ଜୀବନ ସାଥି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance