STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆ ମୋ ପାଖକୁ ଫେରି

ଆ ମୋ ପାଖକୁ ଫେରି

1 min
177

ରାଗ ଅଭିମାନ    ଛାଡି ତୁ ସଜନୀ 

    ଆ ମୋ ପାଖକୁ ଫେରି

ଚାଲୁଥିବି ଏଇ     ଜୀବନର ପଥ 

     ହାତକୁ ତୋହରି ଧରି

ଅଭିମାନ କଲେ   ତୁ ଲୋ ସଜନୀ 

    ମେଘେ ଲୁଚିଯାଏ ଜହ୍ନ 

ଫୁଲର ଫଗୁଣ    ଦିଏ ନାହିଁ ବାସ

    ଉଣା କଲେ ତୋର ମନ

ତୋ ବିନା ଲାଗୁନି ଭଲ କିଛି ମୋତେ 

      ସ୍ବପ୍ନ ସବୁ ରଙ୍ଗହିନ 

ସତ ମୁଁ କହୁଛି    ଲାଗୁଛି ଯେମିତି

     ତୋ ବିନା ତୁଛ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍