STORYMIRROR

ଗୁରୁଚରଣ ମହାକୁଡ଼

Tragedy

3  

ଗୁରୁଚରଣ ମହାକୁଡ଼

Tragedy

ଶୀତ ରାଣୀ

ଶୀତ ରାଣୀ

1 min
199

ଶୀତ ର ଚାଦର ଘୋଡେଇ ଏଇ ମୋ ଦେହରେ

ରଙ୍ଗ ଆଣି ଛାଟି ଦେଲ ଏଇ ଛାତି ଭିତରେ ।


ଭିଜିବାକୁ ଭଲ ଲାଗେ ସେ କୁହୁଡି ଅନ୍ଧାରେ

ତମେ ଯଦି ନଥିବ ସାଥୀ ସେଇ ପାହାନ୍ତିଆ ଶୀତ ରେ ।


ଫିକା ପଡ଼ିଯାଏ ମୋର ସେ ଜହ୍ନ ରାତିରେ ସାଥୀତୁମେ

ପାଖେ ନାହଁ ଅଛ ବହୁ ଦୂରେ ଥରେ ଆସି ଧରା ଦିଅ ଏ ବାହୁ ଭିତରେ ।


ତୁମରି ସ୍ମୃତି କୁ ଖୋଜେ ନିଶବ୍ଦ ଅନ୍ଧାରେ କଉ ଦୁନିଆ ରେ ଅଛ ଫେରି ଆସ ଥରେ


ଶୀତ ରାଣୀ ସାଜି ତୁମେ ରାଜା ହେବି ତୁମରି ପ୍ରୀତି ରେ

ଶୀତ କୁ ପାଇଛି ଭଲ ଏଇ ଭିଜା କୁହୁଡି ରେ

 ତୁମ ପ୍ରୀତିବାନ୍ଧି ରଖେ ପହିଲି ଶୀତ ରେ ସେ ସ୍ମୃତି

ସାଇତି ଛି ମୋ ମନ କମ୍ବଳ ରେ ।

   ଥରେ ଆସି ମଥା ରଖ ଏଇ ନିରବ ଛାତି ରେ

   ମନେ ପଡ଼ ବେଳେ ବେଳେ ଶୂନ୍ୟ ଭାବନାରେ‌ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy