ଗୁରୁଚରଣ ମହାକୁଡ଼
Literary Captain
28
Posts
0
Followers
0
Following
ଏଜୀବନ ସତେ ଶୁଖିଲା ପତର ଆଜି ଅଛି କାଲି ନାହିଁ କଉମୁହୂର୍ତ୍ତ ରେ ଝଡ଼ିପଡିବସେ ଗରବ କରୁଛ କାହିଁ
ରୂପ ରଙ୍ଗ ଆଜି ଚମକୁଛି ପୁଣି କାଲିକିତ ପୁଣି ନଥିବ
ସେ ରୂପ କୁ ନେଇ କିଆଁ ଗରବ କରୁଛ ମାଟିରେ ତ ଦିନେ ମିଶିବ.... ✍️(#ସାହିତ୍ୟ ପ୍ରେମୀ ଗୁରୁ )
Share with friends