ଗୁରୁଚରଣ ମହାକୁଡ଼
Literary Captain
28
Posts
0
Followers
0
Following

ଏଜୀବନ ସତେ ଶୁଖିଲା ପତର ଆଜି ଅଛି କାଲି ନାହିଁ କଉମୁହୂର୍ତ୍ତ ରେ ଝଡ଼ିପଡିବସେ ଗରବ କରୁଛ କାହିଁ ରୂପ ରଙ୍ଗ ଆଜି ଚମକୁଛି ପୁଣି କାଲିକିତ ପୁଣି ନଥିବ ସେ ରୂପ କୁ ନେଇ କିଆଁ ଗରବ କରୁଛ ମାଟିରେ ତ ଦିନେ ମିଶିବ.... ✍️(#ସାହିତ୍ୟ ପ୍ରେମୀ ଗୁରୁ )

Share with friends

କାହିଁକି ଏ ମନ ନୁହେଁ ଚିର ସ୍ଥାୟୀ କାହିଁକି ନିରବ ଏତେ ସମୁଦ୍ର ଜୁଆର ବି ଶାନ୍ତ ପଡିଗଲା ଉତ୍ତର ଦେବ କି? ମୋତେ..||

କଳ୍ପନା ରଙ୍ଗ ରେ ରଙ୍ଗେଈଲୁ କାହିଁ ରାତି ପଡ଼ିଯାଏ ଫିକା ଦେଖି ତତେ ମୋର ପଲକ ପଡୁନି ଭାବନା ରେ ମୋ ତୁହି ଏକା.... 💚


Feed

Library

Write

Notification
Profile