ଏଜୀବନ ସତେ ଶୁଖିଲା ପତର ଆଜି ଅଛି କାଲି ନାହିଁ କଉମୁହୂର୍ତ୍ତ ରେ ଝଡ଼ିପଡିବସେ ଗରବ କରୁଛ କାହିଁ ରୂପ ରଙ୍ଗ ଆଜି ଚମକୁଛି ପୁଣି କାଲିକିତ ପୁଣି ନଥିବ ସେ ରୂପ କୁ ନେଇ କିଆଁ ଗରବ କରୁଛ ମାଟିରେ ତ ଦିନେ ମିଶିବ.... ✍️(#ସାହିତ୍ୟ ପ୍ରେମୀ ଗୁରୁ )
No Story contents submitted.