Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Asish Behera

Children

4.0  

Asish Behera

Children

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
201


ସେନେହ ସୂତାର ମମତାର ମାଳି

ଆଜି ଆସିଛି ଏ ରାକ୍ଷୀ

ଟଙ୍କାରେ କିଣା ସ୍ନେହର ରେଶମୀ

ଦିନେ ଯାଇପାରେ ଛିଡି

ପ୍ରକୃତ ବନ୍ଧନ ହୃଦୟର ସିନା 

ସେକେବେ ଛିଡୁନାହିଁ

ସବୁ ଭାଇପାଇଁ ଭଉଣୀ ଅଟଇ

ସ୍ନେହ ରାଇଜର ପରୀ

ଯାହାକୁ ଈଶ୍ୱର ନିଜେ ଦେଇଥାନ୍ତି

ସବୁ ଭାଇଙ୍କ ପାଇଁ

ଭଉଣୀର ମନ କାଚର ମୂରତି

ଦିଅ ନାହିଁ କେବେ କଷ୍ଟ 

ଟିକିଏ କଷ୍ଟରେ ଭାଙ୍ଗି ସେ ଯାଆନ୍ତି

ପାଇଯେ କେତେ ଦୁଃଖ

ଭଉଣୀର କଥା ଲେଖିବା ପାଇଁ

ନାହିଁ ମୋ କଲମେ ଶକ୍ତି

ଈଶ୍ୱରଙ୍କ ଠାରେ ଏତିକି ମାଗୁଣି 

ଦୁଃଖ ନ ପାଉ କେବେ କାହାର ଭଉଣୀ

ଦୁଃଖ ନ ପାଉ କେବେ କାହାର ଭଉଣୀ ।।



Rate this content
Log in

Similar oriya poem from Children