Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashant Mohanty

Children Stories

3  

Prashant Mohanty

Children Stories

ହେ ଶୀତ

ହେ ଶୀତ

1 min
158


ତୋ ଶିତଲତା କହରେ ଶୀତ 

       ବୁଢ଼ା ବୁଢ଼ିଙ୍କୁ କରୁ ହନ୍ତସନ୍ତ 

ଛଅ ଋତୁରେ ତୁ ଟିକେ ନିଆରା

       ତୁ ଆସିଲେ ଭଲ ଲାଗଇ ଖରା ।


କୋବି ମୂଳା ପରି ପରିବା ନୂଆ 

      ଫୁଲ ଦେଉ ତୁହି ଗେଣ୍ଡୁ ଡାଲିଆ

ତୋ ପାଦ ପଡ଼ିଲେ ଧରା ଧାମରେ

     ଚାଷୀ ମାନେ ଲାଗି ଯାଆନ୍ତି କାମରେ ।


ଘାସ ପତରରେ ଦେଉ ଶିଶିର 

      ହିମ ଗିରି ପରେ ଦେଉ ତୁଷାର

ଗରିବ ଲୋକଙ୍କୁ ତୋ ଲାଗି ଦୁଃଖ

     ଧନୀ ଲୋକ ପାଇଁ ଆଣୁ ତୁ ସୁଖ ।


ଡଙ୍ଗା ଭସା ମାଣ ବସା ପରବ ପରି 

    ପିଠା ପଣା ସବୁ ଆସୁ ତୁ ଧରି

ବୁଲିବାକୁ ଇଛା ତୁ ଆସିଲା ପରେ

     ଚାଲିଗଲା ପରେ ହେ ଶୀତ ତତେ ମୁଁ ଝୁରେ ।


Rate this content
Log in