Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Children

3  

Abismita Mishra

Children

ବର୍ଣ୍ଣବୋଧ

ବର୍ଣ୍ଣବୋଧ

1 min
192


 ବହି ମଧ୍ୟରେ ଅନେକ ବହି 

      ସବୁଠୁ ନିଆରା ସେହି 

ପିଲା ହେଉ କି ହେଉ ବା ବୁଢା 

       ତା ପାଖୁ ଅକ୍ଷର ଶିଖନ୍ତି ସେହି 

ବହିର ନା ଜାଣଲ କି ଭାଇ 

       ବର୍ଣ୍ଣବୋଧ ସରି କେହି ନାହିଁ ।।


ଅ ବନା ଠୁ ଆରମ୍ଭ କରି 

          ହଳନ୍ତ ପାଖେ ଶେଷ

ୟ ଫଳା ଠୁ ପୁଣି ଆରମ୍ଭ 

          ଯୁକ୍ତାକ୍ଷର ରେ ଶେଷ

ପିଲା ଙ୍କ ଅଛି ଯେ ଖାଲି ବି କୋଉତୁ କିଆ ଗପ 

     ଶବ୍ଦ ସାଙ୍ଗ ରେ ଯୋଡି ରହିଚି ପୁଣି ଗୀତ 

ପାର୍ଥନା ସହ ମିଶିକି ଅଛି 

     ସପ୍ତାହ ମାସ ଋତୁ ର ନାମ 

ପଣିଖିଆ ସହ ମିଶିକି ଅଛି 

      ଏକ ଦୁଇ ସଂଖ୍ୟା ର ନାମ ।।


 ବର୍ଣ୍ଣବୋଧ ଯେ ଥରେ ପଢ଼ିଛି 

           ଭୁଲିବ ନାହିଁ ଶବ୍ଦ 

 ମୂଳଦୁଆ ତା ଠୁ ଆରମ୍ଭ ହୋଇ 

           ସେଇ ଆମ ର ଦମ୍ଭ ।।


       


Rate this content
Log in

Similar oriya poem from Children