STORYMIRROR

sasmita patro

Children

3  

sasmita patro

Children

ଅଚିହ୍ନା

ଅଚିହ୍ନା

1 min
199


ପିଲାଟି ଦିନରୁ ଶୁଣି ଥିଲି

    ଅଚିହ୍ନା ଲୋ ସହ କିଛି 

କଥା ନ ହେବା ପାଇଁ

       ହାତ ଧରି ନେଇ ଥିଲା 

ମୋତେ ବାହାରକୁ

     ଟିକିଏ ଏପାଖ ସେପାଖ 

ହେଲେ କାନକୁ       

       ଦେଉଥିଲା ମୋଦି ।


ଅଚିହ୍ନା ବ୍ୟକ୍ତି ଯେ 

     କରୁଥିଲେ ଅନେକ କାଣ୍ଡ

ମିଠା କଥା କହି

      କିଛି ଖାଇବାକୁ ଦେଇ  

ବେହୋସ କରି ଦେଉଥିଲେ

     ପିଲା ଚୋରି କରୁଥିଲେ 

ଲୁଟୁଥିଲେ ଘରେ ଘରେ 

     ଯାଇ ସୁନା ଅଳଙ୍କାର।


ନିଶା ଦ୍ରବ୍ୟ ମିଶ୍ରିତ ବିସ୍କୁଟ 

     ଦେଇ ଲୁଟୁ ଥିଲେ ରେଳ ଯାତ୍ରୀଙ୍କୁ

ମିଠା ମିଠା କଥା କହି

      ଅଜନବୀ ହେଉଥିଲା ଯାତ୍ରା ର ସାଥି

ବେହୋସ ଅବସ୍ଥାରେ 

      ପଇ ଲୋକ ହେଉଥିଲେ ଜାଗ୍ରତ

କେବେହେଁ କରିବା ନାହିଁ

      ବିଶ୍ୱାସ ଅଚିହ୍ନା ବ୍ୟକ୍ତିଙ୍କୁ ।






       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children