STORYMIRROR

sasmita patro

Inspirational

3  

sasmita patro

Inspirational

ଆମ ଭାରତ ବର୍ଷ

ଆମ ଭାରତ ବର୍ଷ

1 min
219


ଥିଲା ଆମ ଦେଶ ପ୍ରାଚୀନେ

     ଏକ ଉନ୍ନତ ଧନଶାଳୀ ଦେଶ

ହୀରା, ନିଳା ,ମୋତି, ମାଣିକ୍ୟ ରେ

      ଭରା ଆମ ଦେଶ କରିଥିଲା

ଆକର୍ଷିତ ବିଦେଶୀ ଙ୍କୁ

       ଲୁଣ୍ଠିବାକୁ ଆସିଥିଲେ ଅନେକ ।


ସୋମନାଥ ମନ୍ଦିର ହୋଇଥିଲା

      ଲୁଣ୍ଠିତ ମହମଦ ଘୋରୀଙ୍କର ଦ୍ୱାରା

ତାଜମହଲ ଲୁଣ୍ଠିତ ହୋଇଥିଲା

      ଇଂରେଜ ଙ୍କର ଦ୍ୱାରା ଆମ କୋହିନୂର ହୀରା

ଶୋଭା ପାଉଁଛି ବ୍ରିଟିଶ ଙ୍କର ରାଣୀଙ୍କର

    ମୁକୁଟେ ମୟୁର ସିଂହାସନ

ଅଛି ବ୍ରିଟିଶମ୍ୟୁୟିଅମ ରେ

ଅନାୟ ,ଅତ୍ୟାଚାର ବିରୁଦ୍ଧରେ ।

      କରିଥିଲେ ସଂଗ୍ରାମ ଆମରି ଦେଶିବାସୀ

ହାର୍ ମାନି ନ ଥିଲେ ସ୍ୱରାଜ ପାଇଁ

       ଅନେକ କାରାଗାରରେ ଅନେକ ବଳିଦାନ ଦେଇଥିଲେ ଗାନ୍ଧୀ, ନେହେରୁ , ଶାସ୍ତ୍ରୀ

        ସୁବାଷ ବୋଷ, ଆମ୍ବେଦକର ଲଢ଼ିଥିଲେ

ଦିନରାତି ଦେଶକୁ ସ୍ୱତନ୍ତ୍ର କରିବା ପାଇଁ ।

     

       ପାଇଥିଲା ସ୍ୱତନ୍ତ୍ରତା ଆମ ଦେଶ  

ଗଢି ଉଠି ଥିଲା ଏକ ନୂତନ 

        ସମ୍ବିଧାନ ବିକାଶ କୁ ଆଖି ରେ ରଖି

ଶିକ୍ଷା , କାଳକରଖାନା , ନାରୀ ଙ୍କର ଶିକ୍ଷା

 ଯୁବପିଢିଙ୍କୁ ସ୍ୱାବଲମ୍ବୀ ପାଇଁ ହୋଇଥିଲା ଏକଜୁଟ

ସ୍ୱତନ୍ତ୍ର ଭାରତ ଆମର ହୋଇବ

ପୁଣି ଥରେ ଧନଶାଳୀ

ଏବଂ ଏକ ଶକ୍ତିଶାଳୀ ଦେଶ।


ଜୟ ଭାରତ !!!ବନ୍ଧେ ଉତ୍କଳ ଜନନୀ!!!!


     


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational