STORYMIRROR

sasmita patro

Others

3  

sasmita patro

Others

ମୁଁ ଏକ ଏଲିୟନ

ମୁଁ ଏକ ଏଲିୟନ

1 min
192


ଗାଁ ଆମ୍ବ ତୋଟାରେ ବୁଲିବା ବେଳେ

       ଦେଖିଲି ଏକ ଅଜିବ ପ୍ରାଣୀ

ଖୋଜି ବୁଲୁଥିଲା କାହାକୁ କେଜାଣି?


ପାଖକୁ ଗଲାରୁ ଡରି ଛାଡିଲା ରଡି

      ବୁଦା ମୂଳେ ଗଲା ସେ ଲୁଚି

ନିସ୍ତେଜ ହେବା ଦେଖି ଗଲି ମୁଁ

      ତା ପାଶେ ଆଖି ମୁନ୍ଧି ପଡିଥିଲା ।


ଆଣି ଆସିଲି ତାକୁ ଟୋକେରି ରେ

          ପାଣି ଦେଲି ପି ବାକୁ

ପିଇଲା ନାହିଁ ଛାଡିଲା ରଡି

      ଆଲୁୟ ଦେଖି ଆଖି ଖୋଲିଲା 

ପାଇଲା ଉର୍ଜା ନିଜ ଶରୀର ପାଇଁ

      ଉଠିଲା ଆକାଶକୁ ଦେଖି

ଦୁଃଖେ ଦେଖିଲା ମୋତେ।


ଲାଗିଲା କହୁଛି ସେ ଆସିଛି

    ମୁଁ ଏକ ଭିନ୍ନ ଗ୍ରହରୁ  ଛାଡି

ଚାଲି ଗଲେ ସାଙ୍ଗ ସାଥି

     ଦୁଃଖେ ବୁଲୁଛି ମୁଁ ପୃଥିବୀରେ

ଡାକ ମୋର ବାହନ କୁ

     ଯିବି ମୁ ମୋ ଘରକୁ ରାଜିଲିଣି 

ଅନେକ ଦିନରୁ ମୋତେ

    ଶୀଘ୍ର ବ୍ୟବସ୍ଥା ଙ୍କର ଯିବି ମୁଁ ମୋ

ରାଇଜକୁ ମୁ ଏକ ଏଲିୟନ

       ସମୟ ହେଲାଣି ଛାଡ଼ ମୋତେ 

ମୋ ଗ୍ରହ କୁ ।





      

        




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍