STORYMIRROR

sasmita patro

Others

3  

sasmita patro

Others

ସଫଳତା

ସଫଳତା

1 min
162


ଅନେକ ବାଧା ବିଘନ୍ନ

    ଆସିବା ସତ୍ୟେ ଚାଲିଛି

ମୁଁ ଆଗକୁ ଆଗକୁ

    ଦେଖିନାହିଁ କେବେହେଲେ ପଛକୁ

ପଥ ଟି ମୋର ଅଟେ

    କଣ୍ଟିଳ ହେଲେ ଭାବେ ମୁଁ

ସେ ପଥକୁ ଫୁଲର ସେଜ

     ଆଗେଇ ଯାଏ ଧୀରେ ଧୀରେ

ମନକୁ ସୁଦୃଢ କରି

      ହାରି ଗଲେଭି ଧର୍ଯ୍ୟ ନ ଭାଙ୍ଗି

ନିଜ ଉପରେ ଭରସା ରଖି

     ଆଗେଇ ଚାଲିଛି ପଥ ଭ୍ରଷ୍ଟ ନହୋଇ

ସଫଳତା ର ପାହାଚ ରେ

      ଚଢି ଯିବାକୁ ହେବ ।

 ଯେଉଁ ଦିନ ସଫଳତା ହାସଲ

      କରି ପହଞ୍ଚି ଯିବି ମୋର ଲକ୍ଷ୍ୟରେ

ଆନନ୍ଦିତ ହୋଇ ଉଠିବ ଏ ମନ

      ମୁଣ୍ଡ ନିଜେ ନଇ ଯିବ ଠାକୁରଙ୍କର ପାଶେ

ଆସିବ ଏକ ନୂତନ ମନୋବଳ

      ପୁଣି କରିବାକୁ କିଛି ନୂତନ ଅଭିଜାନ

ପୁଣି ନିଜକୁ ପ୍ରସ୍ତୁତ କରିବା

      ଗୋଟେ ସଫଳତା ଆମକୁ ବୁଦ୍ଧିହ୍ରାସ

ନ କରି ଜୀବନ ର ଏଇ 

       ସଂଗ୍ରାମରେ ଅନେକ ଅନେକ ସଫଳତା ପାଇବା।


     



Rate this content
Log in