STORYMIRROR

sasmita patro

Others

3  

sasmita patro

Others

ଜନ୍ମ ଦିନ

ଜନ୍ମ ଦିନ

1 min
207


ପାଳନ ହୁଏ ଜନମଦିନ

    ଜାକଯମକରେ ହୁଏ ପାଳନ

ଆସନ୍ତି ବନ୍ଧୁବାନ୍ଧବ

    ହୁଅନ୍ତି ଏକାଠି ମନାନ୍ତି ଖୁସିରେ।


ଜନ୍ମାଷ୍ଟମୀ ଅଟେ ଜନ୍ମଦିନ

    ବାଳୁତ  ଶ୍ରୀ କୃଷ୍ଣଙ୍କର ସର ଦେଶରେ

ଲହୁଣୀ ,ସର ପିଠା ଭୋଗ ଦେଇ

     ଝୁଲାରେ ଝୁଲନ୍ତି ସବୁ ଭକ୍ତଗଣ ।


ରାମ ନବମୀଜେ ଜନ୍ମ ଦିନ

     ପ୍ରଭୁ ଶ୍ରୀ ରାମଙ୍କର ପିତୃ ଭକ୍ତ 

ଶ୍ରୀ ରାମଙ୍କର କରନ୍ତି ପାଳନ

      ଆନନ୍ଦ ମନେ ଶ୍ରଦ୍ଧାଳୁ ଗଣ।


ବାପା ମା ଯେ ପାଳନ କରନ୍ତି

     ଛୁଆର ଜନ୍ମଦିନ ମିଠା ବାଣ୍ଟନ୍ତି

କେକ କାଟନ୍ତି ବେଳୁନ ଫୁଲନ୍ତି

     ମନ୍ଦିର ଯାଇ ଭାଗବଙ୍କର ଆଶିର୍ବାଦ ନିୟନ୍ତି

ଆଶିର୍ବାଦ ଦିଅନ୍ତି ଆଶିର୍ବାଦ ନିଅନ୍ତି

       ଧୁମଧାମରେ କରନ୍ତି ପାଳନ୍ତି।


ନାତି ନାତୁଣୀ ଙ୍କର ଜନ୍ମଦିନ

     କରନ୍ତି ପାଳନ ଅନାଡ଼ ମନେ 

ହେଲେ ନାତି ନାତୁଣୀ ଯେତେବେଳେ

      ଦିଅନ୍ତି ଜନ୍ମଦିନରେ ବୁଡ଼ାବାପା, ବୁଢ଼ୀ ମା

ବୁଢା ଅଜା , ବୁଢ଼ୀ ଆଇ ଙ୍କୁ

        ଜନ୍ମ ଦିନରେ କେକ ପକୁଆ ପାଟିରେ

ହସି ହସି ପାଶ୍ଚାତ୍ୟ ସଂସ୍କୃତିକୁ

       ଅପଣାଇ ଛୁରୀରେ କାଟନ୍ତି ଆଉ ଅତି ଅଂନନ୍ଦ ହୁଅନ୍ତି

ଅପଣାଇ ନିଅନ୍ତି ପାଶ୍ଚାତ୍ୟ ସଭ୍ୟତାକୁ

       ଫୋଟୋ ପରେ ଦେଖି ମୁରୁକି ମୁରୁକି ହସନ୍ତି।



        






Rate this content
Log in