Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ରଜଦୋଳି ଗୀତ

ରଜଦୋଳି ଗୀତ

1 min
180



ଆସିଛି ପହିଲି ରଜ ବଉଳ ଲୋ

     ଗଣ ପର୍ବ ଓଡ଼ିଶାର

ବସୁମତୀ ମାଆ ଡାକେ ହାତ ଠାରି

    ଶୁଣୁଛକି ତାଙ୍କ ସ୍ଵର।


ଗଛ ଟିଏ ନାହିଁ ଛାଇ ଟିକେ ନାହିଁ

    କେମିତି ବାନ୍ଧିବା ଦୋଳି

ଗଜରାଜ ଏବେ ଜନ ପଦ ମୁଁହା

     କାହାକୁ କରିବା ଅଳି।


ରଜଦୋଳି ଗୀତେ ଭାଇଙ୍କୁ କହିବା

      ଚାରା ଟିଏ ରୋପି ବାକୁ

ଭାଇଙ୍କ ମୁକୁଟ ଦିଶୁ ଜକ ଜକ

      ରଜ ପାନ ଖାଇବାକୁ।


ରଜଦୋଳି ବାର୍ତ୍ତା ପରଶିଣ ଦେବା

      ସୁନ୍ଦର ଦୋଳି ଟେ ପାଇଁ

ଆମରି ଦେବତା କାଳିଆ ସାଆନ୍ତ

      ପାଖେ ପାଖେ ଥିବେ ରହି


Rate this content
Log in

Similar oriya poem from Action