ପ୍ରତାରଣା
ପ୍ରତାରଣା
ପ୍ରତାରିତ ମଣିଷଟା ଖୋଜେ
ଯେବେ ପୁରୁଣା ଡାଇରୀ
ପ୍ରତାରକ ସିନା ବୁଝିପାରେ
ପ୍ରତାରଣା, ପ୍ରତାରିତ ମଣିଷଟା
ବାନ୍ଧି ହୁଏ ଯେବେ, ପ୍ରତାରଣା
ର ଶିକୁଳିରେ ଇଏ ବୋଧେ
ନାଗ ଫାସ, ମୁଁ କିନ୍ତୁ ଚାହେଁ
ଜିଁବାକୁ ମୁକ୍ତ ଢଙ୍ଗରେ
ନିଜସ୍ୱ ଶୈଳୀରେ ।
ପ୍ରତାରିତ ମଣିଷଟା ଖୋଜେ
ଯେବେ ପୁରୁଣା ଡାଇରୀ
ପ୍ରତାରକ ସିନା ବୁଝିପାରେ
ପ୍ରତାରଣା, ପ୍ରତାରିତ ମଣିଷଟା
ବାନ୍ଧି ହୁଏ ଯେବେ, ପ୍ରତାରଣା
ର ଶିକୁଳିରେ ଇଏ ବୋଧେ
ନାଗ ଫାସ, ମୁଁ କିନ୍ତୁ ଚାହେଁ
ଜିଁବାକୁ ମୁକ୍ତ ଢଙ୍ଗରେ
ନିଜସ୍ୱ ଶୈଳୀରେ ।