ଆଘାତ
ଆଘାତ
ଆଘାତ ନୁହେଁ ଅସ୍ତ୍ରର
ଆଘାତ ନୁହେଁ ଶସ୍ତ୍ରର
ଆଘାତ ଏ ମଣିଷଟାର
କେଉଁଠି କେମିତି କେତେବେଳେ
କେବେ ଶବ୍ଦର ଆଘାତରେ
କେବେ ବାକ୍ୟର, ନଥାଉ
ପଛେକେ ହାତ ହତିଆର
ଏମିତି ଶବ୍ଦରେ ଶବ୍ଦରେ
ମୁଁ ଯେବେ କ୍ଷତ ଵିକ୍ଷତ ହୁଏ
ମଲମ ଦରକାର ହୁଏନି
ହୁଏ ଖାଲି କେଇପଦ
ମନ ଛୁଆଁ, ଶାନ୍ତନା ଦିଆ
ମିଠାକଥା ।
ଆଘାତ ନୁହେଁ ଅସ୍ତ୍ରର
ଆଘାତ ନୁହେଁ ଶସ୍ତ୍ରର
ଆଘାତ ଏ ମଣିଷଟାର
କେଉଁଠି କେମିତି କେତେବେଳେ
କେବେ ଶବ୍ଦର ଆଘାତରେ
କେବେ ବାକ୍ୟର, ନଥାଉ
ପଛେକେ ହାତ ହତିଆର
ଏମିତି ଶବ୍ଦରେ ଶବ୍ଦରେ
ମୁଁ ଯେବେ କ୍ଷତ ଵିକ୍ଷତ ହୁଏ
ମଲମ ଦରକାର ହୁଏନି
ହୁଏ ଖାଲି କେଇପଦ
ମନ ଛୁଆଁ, ଶାନ୍ତନା ଦିଆ
ମିଠାକଥା ।