ମନ
ମନ


ଘୋଡା ଏବେ ଘଡିକେ ଛୁଟେ
ମନ ମୋର ଚଳ ଚଞ୍ଚଳ...
କ୍ଷଣ କୁ କ୍ଷଣ
ଚିନ୍ତା ବଦଳେ, ଚେତନା ବଦଳେ
ଘର ଏବେ ମାନସ ସମ୍ରାଯ୍ୟ ର
ମୁଁ ଲେଖେ ଏବେ
ଏମିତି କଥା
ହେଇନଥିବ ଗାଥା କି ବ୍ୟଥା
ମୁଁ କହେ ଅନୁଭୂତି
ତିକ୍ତ ମଧୁରତାର
ସଂଜ ସକାଳ ର
ଦୈନନ୍ଦିନ ଜୀବନର
ସୁଖ ଦୁଃଖ ର
ତେଲ ଲୁଣ ଦୁନିଆର
ପ୍ରାର୍ଥୀବ ଜୀବନର ।