STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଅଶ୍ରୁ

ଅଶ୍ରୁ

1 min
32


ଏ ସହର ଏବେ ଲାଗେ ଭୁତ କୋଠି

ଏକାକୀ ନିଃସଙ୍ଗ ଖାଁ ଖାଁ ଜୀବନଟା

ପୁଣ୍ୟ ଏକ ଗଙ୍ଗା ପବିତ୍ରତା ର

ଗଙ୍ଗା ବୁହାଏ, ଝରାଏ ନିତି ଅଶ୍ରୁ

ଅଶ୍ରୁ ନୁହେଁ ପ୍ରକୃତ ଅର୍ଥରେ ଅଶ୍ରୁ

ଅଶ୍ରୁ ଏବେ ଧୋଇବାକୁ, ଜଳିବାକୁ

ଅନଳରେ, ଜାଳିବାକୁ ଅଶୁଭ

ଅମଙ୍ଗଳ, ସ୍ନାନ କରିବାକୁ

ନିଜ ଅଶ୍ରୁରେ ନିଜେ ।


Rate this content
Log in

Similar oriya poem from Abstract