STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ସ୍ନାନ

ସ୍ନାନ

1 min
32


ସ୍ନାନ ଏବେ କରେ ନିତି

ନିଜ ରଙ୍ଗରେ ନିଜେ

ହୋଲି ଖେଳେ, ସଜାଇ ହୁଏ

ଗଢେ ଭାଙ୍ଗେ ଖେଳେ

ଏଠି ଯାତନା ଭୋଗେ

ଭଗ୍ନ ବାରବାଟୀ ହେଉ କି

ଜୀବନ ସ୍ୱପ୍ନର କୋଣାର୍କ

ମୋ ପାଇଁ ଜୀବନଟା ଜୀଵନ

ମୋ ପାଇଁ ଭଲ ପାଇବା

ଭଲ ହିଁ ତ ପାଏ

ମୋ ପାଇଁ ସମ୍ପର୍କ ଟା ସମ୍ପର୍କ

ବିଶ୍ୱାସ ଟା ବିଶ୍ୱାସ

ପାଷାଣ୍ଡଟା ପାଷାଣ୍ଡ

ଲେଖିବାକୁ ଅପରୂପା

ସୌନ୍ଦର୍ଯ୍ୟ ସମ୍ଭାର

ଗାଇବାକୁ ଗୀତ ଜୀବନର

ପଢିବାକୁ ସଫଳତାର ମନ୍ତ୍ର

ସାଜିବାକୁ ମୈତ୍ରିର ପୂଜାରୀ

ଗଢିବାକୁ ନିଜ ସହର ନିଜେ

ଆଙ୍କିବାକୁ ଜୀଵନ ର ଚିତ୍ର

ଗଢିବାକୁ ଫୁଲର ସହର

ଜାଳିବାକୁ ଇର୍ଷାର ନଗର

ଏଇତ ଭଣ୍ଡାର, ସୌନ୍ଦର୍ଯ୍ୟ ଏଇତ

ଭଣ୍ଡାର ସୌନ୍ଧର୍ଯ୍ୟ ର, ଗାଇବାକୁ

ଗୀତ ବାସ୍ତବ ଜୀବନର ।



Rate this content
Log in

Similar oriya poem from Abstract