STORYMIRROR

Sudhashree Bhattamisra

Abstract

3.4  

Sudhashree Bhattamisra

Abstract

ପଥର

ପଥର

1 min
26


କଥା ଏବେ ପଥରର

ହୃଦୟ ଥାଉ କି

ନଥାଉ ଅଟଳ ପାହାଡ ଟିଏ

ଅପରିବର୍ତ୍ତିତ, ପରିବର୍ତ୍ତନ

ଯଦି ପ୍ରକୃତିର ନିୟମ ହୁଏ

ଲଙ୍ଘିଛି ପାଶବିକତା

ଵୁଝିଛି ବୋଲି ମାନବିକତା

ଭାଷା ପଥରର, ସ୍ପନ୍ଦନ

ଯଦି ନ ଥାଏ

ପଥର ହିଁ ତ ହୁଏ

କଥା ଏବେ ପଥରର

ଭାଷା ଏବେ ପଥରର  ।


Rate this content
Log in

Similar oriya poem from Abstract