ସକାଳ
ସକାଳ


ମୁଁ ଯେବେ ସ୍ବପ୍ନ ଦେଖେ
ନୂଆ ସକାଳ ର
ସୁରୁଜ ବୁଣିଦିଏ
ମେଞ୍ଚାଏ କିରଣ ଆଶାର
ଅନ୍ଧାର ର ସମ୍ରାଜ୍ୟରେ
ରାଜୁତି ଆଲୁଅ ର
ଜୀଵନ ରଙ୍ଗୀନ
ଲାଗେ ପୁରା ସୌଖିନ
ଫୁଲର ବଗିଚାରେ
ଫୁଟେ ଯେବେ
ଆଶାର ଅଗଣିତ
ସ୍ୱପ୍ନର ତାରାଫୁଲ
ମେଞ୍ଚାଏ ଅନ୍ଧାର ପୁଣି
ସ୍ବପ୍ନ ଦେଖେ ନୂଆ ସକାଳ ର
ମୁଁ ଯେବେ ସ୍ବପ୍ନ ଦେଖେ
ନୂଆ ସକାଳ ର
ସୁରୁଜ ବୁଣିଦିଏ
ମେଞ୍ଚାଏ କିରଣ ଆଶାର
ଅନ୍ଧାର ର ସମ୍ରାଜ୍ୟରେ
ରାଜୁତି ଆଲୁଅ ର
ଜୀଵନ ରଙ୍ଗୀନ
ଲାଗେ ପୁରା ସୌଖିନ
ଫୁଲର ବଗିଚାରେ
ଫୁଟେ ଯେବେ
ଆଶାର ଅଗଣିତ
ସ୍ୱପ୍ନର ତାରାଫୁଲ
ମେଞ୍ଚାଏ ଅନ୍ଧାର ପୁଣି
ସ୍ବପ୍ନ ଦେଖେ ନୂଆ ସକାଳ ର