STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସଂକେତ

ସଂକେତ

1 min
105

ମନ ଭଳି ଅଜବ ଚିଜଟିଏ 

ପାଏନା ମୁଁ କେଉଁଠି 

ଏଇ ମନ ବଦଳୁଥାଏ 

ପ୍ରତିଟି ମୁହୂର୍ତ୍ତ 

ମନ ହୁଏ କେବେ ଗଢିବାକୁ 

କୋଣାର୍କ ଟେ ସ୍ବପ୍ନ ଦେଖେ 

ରୋମର, ପାହାଡ, ଆକାଶ 

ପୃଥିବୀ ଝରଣା, ନଈ ଫୁଲ 

ସମୁଦ୍ର, ସୁରୁଜ କେତେ 

ସଂକେତ ଧର୍ମୀ 

ଲାଗେ ଜୀଵନ ଟା 

ଯେତିକି ବାସ୍ତବ ଧର୍ମୀ 

ସେତିକି ସାଂକେତିକ 


Rate this content
Log in

Similar oriya poem from Abstract