ସମ୍ବଳ
ସମ୍ବଳ
ମୁଁ ନିୟମ ରେ ବନ୍ଧା, ମୁଁ ଆଇନ ର ଶିକୁଳିରେ ଛନ୍ଦା
କଳ୍ପନା ଯଦି କଳ୍ପବୃକ୍ଷ ହେଇଥାନ୍ତା, ସେ ସବୁକିଛି ଦେଇଥାନ୍ତା, ମୁଁ ଶବ୍ଦହୀନ ଭାବ ଶୂନ୍ୟ
ମନଟା ଯେବେ ସକ୍ରିୟ ହୋଇଉଠେ
ଠିକ ସେତିକିବେଳେ, ସେ ସାତ ସମୁଦ୍ର
ଲଙ୍ଘିବାର ସ୍ବପ୍ନ ଦେଖେ
ମନଟା ଯେବେ ଜଡ ନିଷ୍କ୍ରିୟ ହୋଇ ଉଠେ
ଠିକ ସେତିକିବେଳେ ସେ ଭାଂଗିପଡେ
ହତାଶ ହୁଏ ବାଟବଣା ହୁଏ.........
