STORYMIRROR

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ରଙ୍ଗ

ରଙ୍ଗ

1 min
1

ସଯାଏ ଯେବେ ନିଜକୁ ନିଜେ ବିଚିତ୍ର ରଙ୍ଗରେ 
ଖେଳେ ଯେବେ ହୋଲି ନିଜ ରଙ୍ଗରେ ନିଜେ 
କହିପାରେନା ମୁଁ ରଙ୍ଗହୀନ ବୋଲି 
ଇନ୍ଦ୍ରଧନୁ ଠୁ ଆଣିଛି ମୁଁ ରଙ୍ଗ 
ଖେଳିଛି ମୁଁ ହୋଲି 
ନିଜର କରିଛି ଯେବେ ପ୍ରତିଟି ରଙ୍ଗକୁ 
ଇନ୍ଦ୍ରଧନୁ ଠୁ ଆଣିଛି ମୁଁ ରଙ୍ଗ 
ଯନ୍ତ୍ରବତ ଜୀବନଟା କିନ୍ତୁ 
କେମିତି କହିବି ତ୍ରୁଟିହୀନ ବୋଲି 
ସଫଳତାର ମନ୍ତ୍ର ଯେବେ ପଢେ 
ବିଫଳତାର ପ୍ରତିଟି ପାହାଚ ରେ 
ଯନ୍ତ୍ରବତ ଏହି ଜୀବନଟା 
କେମିତି କହିବି ତ୍ରୁଟିହୀନ ବୋଲି 
ମନ୍ତ୍ର ସଫଳତା ର ପଢେ କିନ୍ତୁ 
ମୁଁ ଏବେ...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Inspirational