STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ହୃଦୟ

ହୃଦୟ

1 min
1

ହୃଦୟ ଯେବେ ବିଳାପ କରେ 
କେହି ପଢ଼ିପାରେନି 
ମନଟା ଯେବେ ପ୍ରଳାପ କରେ 
କେହି ଯୋଡି ପାରେନି 
ଭଙ୍ଗା ମନନେଇ ମୁଁ 
ଯେବେ ଚିତ୍କାର କରେ 
ସୁଖର ସନ୍ଧାନରେ 
ମନ୍ଦବୁଦ୍ଧି ର ଯାତନା ସହେ 
ମନ ଭାଙ୍ଗିଯାଏ, ହୃଦୟ ବି 
ଦର୍ପଣ ମନଟା ଯେବେ ପ୍ରତିଫଳିତ ହୁଏ 
ନା ଥାଏ ସ୍ୱଚ୍ଛତା ନା ଥାଏ ସତ୍ୟତା 
ନା ବାସ୍ତବତା ଛାତିଟା ପଥର ହୁଏ 
ବାସ୍ତବ ହାର୍ଟ ଟା ପ୍ଲାଷ୍ଟିକ ହାର୍ଟ ଲାଗେ 
ଛାତିଟା ପଥର ହୁଏ 
ଆଉ ତାପରେ ମୁଁ ଅଭିମାନ ରେ 
ଖୋଜେ ସ୍ୱାଭିମାନ......................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract