STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପାପ

ପାପ

1 min
4

ଭଲଲାଗେ ପୁରୁଣା ସ୍ମୃତି, ଭଲଲାଗେ ଜହ୍ନରାତି 
ଭଲଲାଗେ ପୁରୁଣା ଚିଠି, ଭଲଲାଗେ ଅନୁଭୂତି 
ତିକ୍ତ ମଧୁର, ଭଲଲାଗେ ମିଶ୍ରଣ 
ଘୃଣା ଆଉ ଭଲପାଇବାର 
ଭଲଲାଗେ ଯନ୍ତ୍ରଣା ର ମିଶ୍ରଣ ରେ ଆନନ୍ଦ 
ଭଲଲାଗେ ପାପ ସହିତ ପୁଣ୍ୟ 
ପୁଣ୍ୟ ର ବଜାରରେ ପାପ ନୁହେଁ ସଉଦା 
ପାପ ନୁହେଁ ପଣ୍ୟ ଦ୍ରବ୍ୟ 
ପୁଣ୍ୟ ଚିର ସହଚର 
ପାପ ଘୃଣା ର ସହର 
ଜୀଵନ ବାସ୍ତବ ନଗର.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Inspirational