STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ଫର୍ମୁଲା

ଫର୍ମୁଲା

1 min
1

ସୂତ୍ର ଏବେ ସମାଧାନ ର 
ଫର୍ମୁଲା ଗଣିତର 
ଜୀଵନ ଟା ଗଣିତ ଅଙ୍କ କଷେ ଜୀଵନ ର 
ମନଟା ଚଳଚଞ୍ଚଳ, ମୁଁ ଖୋଜେ ସୂତ୍ର ସମାଧାନ ର 
ଜୀବନଟା ବି ଏକ ଜିଁବାର ଫର୍ମୁଲା 
ଭଙ୍ଗାଗଢା ଖେଳ ଏହି ଜୀବନଟା 
ବି ଏକ ଫର୍ମୁଲା 
ତେଣୁ ବଂଚିଛି ଫର୍ମୁଲା ରେ 
ନେଇ ସୂତ୍ର ସମାଧାନର....................................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract