ସୈତାନ
ସୈତାନ
ସୈତାନ କୁ ଏବେ ସହେ ସଲାମ କରେ
ମନ୍ଦ ବୁଦ୍ଧିକୁ କୋଟିଏ
ଛଳନା କୁ ନିୟୁତ ନିୟୁତ
ବାସ୍ତବ ତା କୁ ଗୋଟିଏ ପ୍ରଣାମ
ସତ୍ୟତା କୁ ଗୋଟିଏ ପ୍ରଣାମ
ଭଲ ପାଇବାକୁ ଗୋଟିଏ ପ୍ରଣାମ
ଈଶ୍ୱର ଙ୍କୁ ଗୋଟିଏ ପ୍ରଣାମ
କୁଟିଳ ବୁଦ୍ଧିକୁ ନିୟୁତ ନିୟୁତ
ପ୍ରତାରଣା କୁ ଅଗଣିତ
ପ୍ରତାରକ କୁ ଅଗଣିତ
ମନ୍ଦବୁଦ୍ଧି ସୈତାନର
ଆଳସ୍ୟ ଯେବେ ମନଟା ହୁଏ
ସେଠି ସୈତାନ ଘର କରେ
ସୈତାନ ମନ୍ଦବୁଦ୍ଧି କରେ..........
