ଜୀଵନ
ଜୀଵନ
ପଥର ଟା ତରଳିଯାଏ
ଏହି ହୃଦୟ ଟା କାହିଁକି
ତରଳି ନଥାଏ
ଏହି ମଣିଷ ଟା କାହିଁକି
ବଦଳି ନ ଥାଏ
ଜୀଵନ କୁ ଯିଏ ଯେମିତି ଉପସ୍ଥାପନା
କରେ, ଜୀଵନ କିନ୍ତୁ ସେମିତି ନୁହେଁ
କିଏ ଆଙ୍କେ ଜୀଵନ କୁ ତୂଳୀ ରଙ୍ଗ ନେଇ
ମଧୁମୟ ସୁଧାମୟ କରି
କିଏ ଆଙ୍କେ ଜୀଵନ କୁ
ତୂଳୀ ରଙ୍ଗ ନେଇ
ବିଭଛ ବିକଟାଳ କରି
ଜୀଵନ କିନ୍ତୁ ସେମିତି ନୁହେଁ
ଜୀଵନ ଘର ଏକ ବାସ୍ତବତା ର
ସୁନ୍ଦର ତା ର............
