ଜଖମ
ଜଖମ
କେବେ ସ୍ରଷ୍ଟା କେବେ ନିରବ ଦ୍ରଷ୍ଟା
ହୃଦୟ ମୋର ନୁହେଁ କାଗଜ ର ପୃଷ୍ଠା
ମୁଁ ଆଘାତ ପ୍ରାପ୍ତ ହେଇଛି
କ୍ଷତାକ୍ତ ବି ହେଇଛି
ପ୍ରତାରଣା ର ସହରରେ
ଘର ଯେବେ ପାଇଛି
କିଏ ସେ ପ୍ରତାରକ
ଜୀଵନ ଉଦ୍ୟାନରେ ପୁଷ୍ପ ପାରିଜାତ
ଯେବେ ପ୍ରସ୍ପୁଟିତ ହୁଏ
ସେତିକିବେଳେ ମୁଁ କହିଛି
କ୍ଷତାକ୍ତ ହେଇଛି, ଆଘାତ ପ୍ରାପ୍ତ ହେଇଛି
ରକ୍ତାକ୍ତ ଆଘାତପ୍ରାପ୍ତ କ୍ଷତାକ୍ତ ବୋଲି
ଶହେଥର କହିଛି, କ୍ଷତ ନୁହେଁ ମୋର
ମଲମ ର ଜଖମ ଏବେ ହେଇଛି.......
