STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
181

ମଧୁର ସନ୍ଧାନ ରେ, ଜଂଜାଳ ଗ୍ରସ୍ତ 

ଜୀବନଟା, ଯେବେ ବିଚିତ୍ର ରଙ୍ଗରେ 

ରଙ୍ଗେଇ ହୁଏ, ଖୋଜୁଥାଏ ପ୍ରତିଟି 

ମୁହୂର୍ତ୍ତ ସନ୍ଧାନ ବାସ୍ତବତାର 

ଏ ଜୀଵନ ଟା କଣ ବିଚିତ୍ରବର୍ଣ୍ଣା

କେବେ ଫୁଲ, କେବେ କଣ୍ଟା 

କେବେ ହସ କେବେ କାନ୍ଦ 

କେବେ ପୁଣି ହଜିଯାଏ 

ମାଜିଯାଏ ଭାବନାର 

ସାଗର ତଟରେ 

କେବେ ପୁଣି ମୁଣ୍ଡ ପିଟୁଥାଏ 

ବେଳାଭୂମିରେ 


Rate this content
Log in

Similar oriya poem from Abstract