STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସ୍ତ୍ରୀ

ସ୍ତ୍ରୀ

1 min
305

ବାହା ହେବାକୁ ମୋର ଇଚ୍ଛା ନାହିଁ,

ଜାଣି ନାହିଁ କେମିତି ସ୍ତ୍ରୀ ପାଇବି ମୁହିଁ ।


ଏମିତି ସ୍ତ୍ରୀ ଜୀବନେ ଦରକାର,

ଯିଏ ବୁଝି ପାରିବ ମନ କୁ ମୋର ।


ସ୍ତ୍ରୀ ଟିଏ ଯଦି ମୁହିଁ ଆଣିବି,

ସବୁ ସୁଖ ତା ପାଇଁ ଦେବି।


ମଥାର ହେବି ସିନ୍ଦୁର ତାର,

ମୋ ପ୍ରେମ ବନ୍ଧନେ କରିବି ନିଜର।


ସ୍ତ୍ରୀ ଯଦି ମୋ ଘର କଥା ବୁଝିବ,

ପିତା ମାତା ଙ୍କ ସେବା କରିବ।


ଦୁନିଆର ସବୁ ଖୁସି ମୁ ଆଣି ଦେବି,

ସ୍ତ୍ରୀର ନିଜର ହୋଇ ମନ ରେ ତା ରହିବି।


ହେ ଈଶ୍ୱର ଏମିତି ସ୍ତ୍ରୀ ମୋତେ ଦେବ,

ଯିଏ ମୋ ମନ କୁ ବୁଝି ପାରୁଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational