STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଖେଳ

ଖେଳ

1 min
121

ଖେଳ ବୋଧେ ଇଏ ଜୀବନର

ଖେଳିଛି ନାଟକର ପ୍ରଥମ ଦୃଶ୍ୟରେ

ଜୀବନଟା ଯେ ଖେଳ କାହିଁକି ହୁଏ

ପ୍ରକୃତି ରଚେ ଖେଳ

ଶବ୍ଦ ସମ୍ଭାର ମୋର

ରଚିବାକୁ ଖେଳ ପ୍ରକୃତିର

କିନ୍ତୁ ଖେଳ ନୁହେଁ ଜୀବନ

ବାସ୍ତବତାର ଘର

ଖେଳେ ନାଟକର ପ୍ରଥମ ଦୃଶ୍ୟରେ

ଖେଳେ ଜୀବନର ଜଞ୍ଜାଳରେ

ଖେଳେ ଯାତନାରେ

ଖେଳେ ନାଟକର କ୍ଲାଇମେକ୍ସରେ ।



Rate this content
Log in

Similar oriya poem from Abstract