STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ରଙ୍ଗଖେଳ

ରଙ୍ଗଖେଳ

1 min
205

ଭଲଲାଗେ ଏବେ ଖେଳିବାକୁ

ରଙ୍ଗ ଖେଳ, ରଙ୍ଗ ଖେଳ ନୁହେଁ

ଅବିରର, ବୟସର ଅପରାହ୍ନରେ

ଜୀବନର ସାୟାହ୍ନ ରେ

ମନେପଡେ ଯେବେ ରଙ୍ଗ ଖେଳ

ଜୀବନର, ରଙ୍ଗ ଖେଳ ନୁହେଁ

ଅବିରର, ରଙ୍ଗ ଖେଳ ନୁହେଁ

ସ୍ନେହର, ସମ୍ପର୍କର

ଫୁଲର, ଫଗୁଣର

ରଙ୍ଗ ଖେଳ ନୁହେଁ ଭଲ ପାଇବାର

ବଡ ନିଆରା ରଙ୍ଗ ଖେଳ ବୋଧେ

ଇଏ ଜୀବନର, ରଙ୍ଗ ଖେଳେ

ଗଢିବାକୁ ମନ୍ଦିର ପରି ଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract