STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ରଙ୍ଗଖେଳ

ରଙ୍ଗଖେଳ

1 min
205

ଭଲଲାଗେ ଏବେ ଖେଳିବାକୁ

ରଙ୍ଗ ଖେଳ, ରଙ୍ଗ ଖେଳ ନୁହେଁ

ଅବିରର, ବୟସର ଅପରାହ୍ନରେ

ଜୀବନର ସାୟାହ୍ନ ରେ

ମନେପଡେ ଯେବେ ରଙ୍ଗ ଖେଳ

ଜୀବନର, ରଙ୍ଗ ଖେଳ ନୁହେଁ

ଅବିରର, ରଙ୍ଗ ଖେଳ ନୁହେଁ

ସ୍ନେହର, ସମ୍ପର୍କର

ଫୁଲର, ଫଗୁଣର

ରଙ୍ଗ ଖେଳ ନୁହେଁ ଭଲ ପାଇବାର

ବଡ ନିଆରା ରଙ୍ଗ ଖେଳ ବୋଧେ

ଇଏ ଜୀବନର, ରଙ୍ଗ ଖେଳେ

ଗଢିବାକୁ ମନ୍ଦିର ପରି ଘର ।



Rate this content
Log in

Similar oriya poem from Abstract