ପ୍ରାୟଶ୍ଚିତ
ପ୍ରାୟଶ୍ଚିତ


ନିଶ୍ଚିତ ରୂପରେ ପ୍ରାୟଶ୍ଚିତ
ହିଁ ହୁଏ ଜୀଵନ ର ବିକଳ୍ପ
ଭଲ ପାଇବା ଏକ ପୁରୁଣା
ଡ଼ାଇରୀ, ମୁଁ ଲେଖିଛି ଚିଠି
ବିଗତ ଜୀବନର ଅତୀତ
ହେଉ କି ବର୍ତ୍ତମାନ
ସ୍ନାନ କରେ ନିତି ଅଶ୍ରୁରେ
ଅନୁତାପ ର ଉଦ୍ଭାସିତ ହୁଏ
ନିଜ ରଙ୍ଗରେ ନିଜେ
ବିକଳ୍ପ ଏବେ ନିଶ୍ଚିତ
ରୂପରେ ପ୍ରାୟଶ୍ଚିତ
ହିଁ ହୁଏ ।