STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
30


ଦୃଶ୍ୟରୁ ଦୃଶ୍ୟନ୍ତର

ଏଇ ବୋଧେ ନାଟକ

ଜୀଵନ, ଆସେ ଯବନିକା

କେଉଁଠି ଆରମ୍ଭ କେଉଁଠି ଶେଷ

ସବୁରି ଆରମ୍ଭ ସବୁରି ଅନ୍ତ

ସବୁରି କାରଣ ଲାଗେ କିନ୍ତୁ

ଅକାରଣ, ଭୁଲିଛି ଭୁଲିଯିବି

ଵୁଝିଛି ବୁଝିଯିବି, ଵୁଝିଛି

ଜାଣିଛି ହେଲେବି ବୁଝେନି 


Rate this content
Log in

Similar oriya poem from Abstract