STORYMIRROR

Sunanda Mohanty

Thriller Others Children

3  

Sunanda Mohanty

Thriller Others Children

ପଲ୍ଲୀ ପୁଷ୍ପ 

ପଲ୍ଲୀ ପୁଷ୍ପ 

1 min
5


ଫୁଟେ ବିତରିବାକୁ ବାସ 
ଅମଳିନ ରହେ ବର୍ଷ ମାସ 
ଧରମା ହେଉ କି ବାଜିରାଉତ 
ଜଗତଜିତା ସେମାନେ ଅନାହୁତ 
ନଶ୍ୱର ଦେହ ଇଶ୍ୱର ନେଲେ 
ସୁବାସ କାଳ କାଳ ବିଛୁରିତ 
କେତେ କବି କେତେ ଗାଳ୍ପିକ 
ସାହିତ୍ୟିକ ବୈଜ୍ଞାନିକ ପଲ୍ଲିପୁଷ୍ପ 
ବାହୁଡ଼ି ଗଲେଣି କାଳର କରାଳେ 
କଥା ଗାଥା ଅନେଶତ 
କର୍ମ ତାଙ୍କର ଅମଳିନ ଜାଗ୍ରତ 
ପଥ ଓ ପାଥେୟ ପଥିକ ଅନେକ 
ପୃଥିବୀରେ ପରିଚିତ 
ପଞ୍ଚସଖା ମଧ୍ୟେ ଯଶୋବନ୍ତ 
ନାହିଁ କାର ଆଦି ଅନ୍ତ 
ଫୁଟିଲେ ବାସିଲେ ଅନନ୍ତ କାଳ ସତ 
ଆଜି ଯେଉଁ ଶିଶୁ ଫୁଟିଛି ପଲ୍ଲୀରେ 
କାଲି ବିତରିବ ବାସ ଜୀବନ୍ତ 
ଫୁଟିଲା ଫୁଲକି ଫୁଟେ ଆଉଥରେ 
କଢ଼ିର ବାସ କରାଏ ଚମତ୍କୃତ 
ଶିଶୁଙ୍କ ସୁରକ୍ଷା ହେଲେ ଯଶ ରକ୍ଷା 
ଆଗାମୀ ବଂଶଧର ସବୁ ସେତ


Rate this content
Log in

Similar oriya poem from Thriller