STORYMIRROR

kamal kumar dash

Romance Action Thriller

3  

kamal kumar dash

Romance Action Thriller

ନଦୀ

ନଦୀ

1 min
137

  


   ଛୋଟ ନଦୀ ଟିଏ      ପାହାଡ଼ ବୁକୁରେ 

       ଧୀରେ ଧୀରେ ବୋହୁଥାଏ 

   କେବେ ଝୁଂଟି ପଡି      ବାଟ ବଦଳାଏ 

       କେବେ ଫୁଣି ଡେଇଁ ପଡେ (୧)

  କେବେ ବି ଡରେନି      ପଛକୁ ଫେରେନି 

         ଜଙ୍ଗଲ ପଥର ଦେଖି

   ଧୀରେ ଧୀରେ ଚାଲେ   ନିଜ ବାଟ ଖୋଲେ 

       ମନେ ମନେ ଗୀତ ଗାଇ (୨)

   ସାଗର ବୁକୁରେ      ମିଶି ଯାଏ ଯାଇ 

          ନିଜକୁ ହଜାଇ ଦିଏ 

   ଦୁଃଖର କଷ୍ଟର        ଗଲା ସ୍ମୃତି ସବୁ 

         ତା ମାନୁ ପାସୋରି ଯାଏ (୩)

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance