STORYMIRROR

kamal kumar dash

Romance Fantasy Thriller

4  

kamal kumar dash

Romance Fantasy Thriller

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
262

 ତୁମେ ଆଉ ମୁଁ

ତୁମେ ଏକ ସଂଗୀତର ସୁର ,

ମୁଁ ତାର ମୂର୍ଚ୍ଛନା ମଧୁର ।

ତୁମେ ଏକ ରାତି ଚାନ୍ଦିନୀ ର ,

ମୁଁ କିଛି ଆଲୁଅ ଅନ୍ଧାର । (୧)

ତୁମେ ଏକ ସାଗର ତରଙ୍ଗ,

ମୁଁ ତାର ଶାନ୍ତ ବେଳାଭୁଇଁ ।

ବେଳେ ବେଳେ ତୁମେ ଫେରିଆସି

ଧୀରେ ଧୀରେ ଯାଅ ମତେ ଛୁଇଁ (୨)


 ମୁଁ ଏକ ଅଜଣା ଆକାଶ ,

ତୁମେ ଏଠି ଘନ ମେଘମାଳା। 

କେବେ ତୁମେ ବରଷା ର ଧାର

ଆଉ କେବେ ରଙ୍ଗ ଇନ୍ଦ୍ରଧନୁର( ୩ }

କେବେ ତୁମେ ପାଖେ ଥାଅ 

ଆଉ କେବେ ଅନେକ ଦୂରରେ 

ଏଇ ଆମ ପ୍ରେମର କାହାଣୀ 

ଅଙ୍କlବଙ୍କା ଜୀବନ ବାଟରେ (୪)


,


Rate this content
Log in

Similar oriya poem from Romance