STORYMIRROR

kamal kumar dash

Romance Action Classics

4  

kamal kumar dash

Romance Action Classics

ନୂଆ ବରଷ

ନୂଆ ବରଷ

1 min
23


  ତେଇଶ ଯାଇଛି     ଚବିଶ ଆସିଛି 

      କେତେ ନୂଆ ଆଶା ଆଣି 

  ଆଗକୁ ବଢିବା      ନିଜ କାମ କରି 

      ଡରି ପଛେ ଘୁଂଚିବାନି ।(୧)

 ଗଲା ବରଷର      ସବୁ ରାଗ ରୋଷ 

     ପଛ କଥା ଯିବା ଭୁଲି 

 ହସି ହସାଇବା      ସପନ ଦେଖିବା 

      ସଭିଙ୍କୁ ନିଜର କରି ।(୨)

ପ୍ରୀତି ବରଷାରେ     ଭିଜୁ ତୁମ ଦିନ 

      ସପନରେ ଭରୁ ରାତି 

ପ୍ରଭୁଙ୍କ ପାଖରେ     ଏ ନୂଆ ବର୍ଷ ରେ 

     ଏତିକି ମୋର ମିନତି ।।(୩)

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance