STORYMIRROR

kamal kumar dash

Romance Action Classics

3  

kamal kumar dash

Romance Action Classics

ଭଲ ପାଅ ଯଦି

ଭଲ ପାଅ ଯଦି

1 min
167

 

କଥା ଦେଇ ଥରେ    କଥା ନରଖିଲେ 

    ସେକଥାର ମାନେ ନାହିଁ 

ସପନ ଦେଖାଇ    ଦୂରେ ଚାଲି ଗଲେ 

   ତାର କିଛି ମାନେ ନାହିଁ  (୧)

ଭଲ ପାଅ ଯଦି   କହି ଦିଅ ଥରେ 

    ହୃଦୟରେ ନ ଲୁଚାଇ 

ଚୁପ ରହି ଗଲେ    ସବୁ ରହିଯିବ

    ତାର କିଛି ମାନେ ନାହିଁ (୨)

ଭଲ ପାଅ ଯଦି      ଭରଷା ବି କର 

     ମନ ଦୁଃଖ କର ନାହିଁ 

ଧୀରେ ଧୀରେ କରି  ପ୍ରେମ ମଜା ନିଅ 

    ସଫଳ ଜୀବନ ପାଇଁ (୩)

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance