STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Abstract Comedy Romance

3.4  

ଶ୍ଯାମସୁନ୍ଦର କୁମ୍ଭାର

Abstract Comedy Romance

ପିର୍'ତି

ପିର୍'ତି

1 min
136


ଫେସ୍'ବୁକ୍ ହ୍ବାଟ୍'ସଏପ୍ ଚାଟିଂ କରି

 ଫସିଗଲା ଦେଖ ରେଙ୍ଗ୍'ଟୁ

କାମ୍ କବାର୍ ଛାଡ଼ି ମୋବାଇଲ୍ ଭିତ୍'ରେ

  ଦେଖ୍'ଲା ଟୁକେଲର୍ ଫଟୁ

ଫଟୋ ଏପ୍'ଥି ଫଟୋକେ ସାଜି

    ଫଟୁ ଛାଡ଼ିଛେ ନନି

ଦଖିଦେଲା ବେଲୁଁ ମନର୍ ଥେବ୍ ନେଇଁ

    ହେଉଛେ ହୁର୍'ଗୁନି

କେଁ କର୍'ସି କାହିଁ ଯାଏସି କେନ

     ପାଏମି ତତେ

ତୋର୍ ଚେହେରା ଦେଖ୍'ଲା ଦିନୁ

   ଝୁମୁରା ନିନ ମତେ

ଚାଟିଂ କରି କହେଲା ରେଙ୍ଗ'ଟୁ ତାର୍

    &n

bsp;ଫେସ୍'ବୁକ୍ ଦିଓ୍ବାନୀକେ

ଭେଟ୍ ହେବାର୍ ଦିନ୍ ଠାନ୍ ଠିକାନା

 ଠିକ୍ କରି କହ ମତେ

 ଭେଟ୍ ହେବାକେ ମନ୍ ଛନ୍'ଛନ୍

ନି କରିଟିକେ ଲେଟ୍

ଠିକ୍ ହେଲା ଦିନ୍ ଠାନ୍ ଠିକାନାନେ

ଦୁହେଁ ଆସିହେଲେ ଭେଟ୍

ଟୁକେଲ୍'କେ ଦେଖ୍'ଲା ଚିଙ୍ଗ୍'ରୁ

ଢେଲ୍'ଢେଲ୍ ଆଏଁଖ୍ ଲମ୍ବାଲମ୍ବା ଦାନ୍ତ

ମୁହୁଁ ଦିଶୁଥିଲା ପେଚ୍'କା

ହେତ୍'ଚେତ୍ ତାର୍ ବୁଡ଼ିଗଲା ସବୁ

ଦେଖୁଥିଲା ହେଇ ଭେଲ୍'କା ।


   

     

      




Rate this content
Log in

Similar oriya poem from Abstract