Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶ୍ଯାମସୁନ୍ଦର କୁମ୍ଭାର

Abstract Fantasy Inspirational

4  

ଶ୍ଯାମସୁନ୍ଦର କୁମ୍ଭାର

Abstract Fantasy Inspirational

ଭାଇଚାରା

ଭାଇଚାରା

1 min
240


 କେଭେଁ କାହାକେ କେନ୍ ଜିନିଷ୍'କେ 

  ହୀନ୍ କି ଛୋଟ୍ ନି ଭାବ୍'ବୁ ମନେ

ଅନ୍'ଦେଖା ତାକେ ନି କର୍'ବୁ

    ତାର୍'ନୁ ଉପକାର୍ ପାଏବୁ ଦିନେ l


କେଭେଁ କାହାକେ ବଢ଼େଟେ ଲୋକ୍

    ମନେ ଭାବିକରି ନି ଯିବୁ ଡରି

ଲକ୍ଷ୍ଯ ରଖି ତୁଇଁ କରମ୍ କଲେଁ

   ତାର୍'ଠାନୁ ଦିନେ ଯିବୁରେ ବଲି l


ଯେଡ଼େ ଧନୀ ହଉ ଯେଡ଼େ ମାନୀ ହଉ

   ଏକ୍'ଲା କେଭେଁ କେ ନି ପାରେ ଚଲି

ଗୁଟେ ହାତେ କେଭେଁ ତାଲି ନି ବାଜେ

      ଗୁଟେ ପତ୍'ରେଁ କେଭେଁ ନି ହୁଏ ଖଲି l


ଧନୀ ଭି କରିଛେ ଗରିବ୍'କେ ଆଶ୍

     ଗରୀବ୍ ଭି କରିଛେ ଧନୀକେ

ସମିଆଁର୍ ଚକର୍ ତଲ୍ ଉପର୍ ହେଇ

     ଦେଖ୍'ତ କିନ୍ଦିରି ବୁଲୁଛେ l


ଧନୀ ବଲି କେଭେଁ ଗରବ୍ ନି କର୍'ବୁ

    ଗରୀବ୍ ବୋଲି ମନ୍ ନି କର୍'ବୁ ଉନା

ସତ୍ କରମ୍ କରି ଧନ୍ ଅର୍ଜିବୁ

    ଭାଇଚାରା ରଖି ଚଲ୍'ବୁ ସୁନା l



Rate this content
Log in

Similar oriya poem from Abstract