Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶ୍ଯାମସୁନ୍ଦର କୁମ୍ଭାର

Abstract Action Inspirational

4.5  

ଶ୍ଯାମସୁନ୍ଦର କୁମ୍ଭାର

Abstract Action Inspirational

ଭାଏ ବୁହେନ୍ ରାକ୍ଷୀ

ଭାଏ ବୁହେନ୍ ରାକ୍ଷୀ

1 min
252


ଗୁଟେ ଗଛର୍ ଦୁଇଟା ଡେହି

   ଭାଏ ଆରୁ ବୁହେନ୍

ସେ ଏକା ଅସ୍'ଲି ଭାଏ ଯେ

   ରଖେ ବୁହେନର୍ ମାଏନ୍ ।


 ଦରଦ୍ ହେସି ବୁହେନ୍'କେ

      ଭାଏର୍ ପାଦେଁ ଗଡ଼୍'ଲେଁ କଁଟା

ବୁହେନ୍'ର ଦୁଃଖେ ଦୁଃଖି ଭାଏ

      ଠିଆ ହେସି ପାଖେଁ ଏକା ।


ନିଃସ୍ବାର୍ଥ ପେରେମ୍ ଭାଏ ବହନୀର୍

   ଅଛିଡ଼ା, ଅପୁଡ଼ା ବନ୍ଧନ

ଦୁହେଁ ଦୁହିଁକର୍ ଆଖିର୍ ପୁତୁଲା

       ଦୁହେଁ ଦୁହିଁକର୍ ଜୀବନ୍ ।


ଭାଏ ଜୀଇଁତା, ରାକ୍ଷୀ ବନ୍ଧନ

    ଭାଏର୍ ହିତେଁ କରେ ବୁହେନ୍

ଭାଏର୍ ଦୁଃଖେ କାନ୍ଦେ ବୁହେନର୍ ଜୀବନ୍

      ଭାଏର୍ ସୁଖେଁ ରହେ ଅଏନ୍ ।


ରାକ୍ଷୀ ପୁନି ଦିନେ ସବୁ ବୁହେନ୍ 

     ଭାଏକେ ପିନ୍ଧେଇ ରାକ୍ଷୀ

ମାହପୁରୁ ଠାନେ ଗୁହାରି କରୁଛନ୍

    ଭାଏକେ ମୋର୍ କର ସୁଖି ।


ବୁହେନର ମାନ୍ ମହତ୍ ରଖି

     ମୁହୁଁକେ କଲେ ଉକିଆ

ବୁହେନ୍ କେଭେଁ ତୋର୍ ଲାକ୍ ନିଲାଗେ

     ଜାନିଥା ନି ହଅ ଭକୁଆ ।


 ବହନୀର୍ କରମ୍ ବହନୀ କରୁଛେ

   ଭାଇର କରମ୍ କଲେ ଭାଇ

ଭାଏ ବହନୀର ସେନ୍'ହୋ ମମତା

    ରହେବା ଅମର୍ ହେଇ ।


Rate this content
Log in

Similar oriya poem from Abstract