Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶ୍ଯାମସୁନ୍ଦର କୁମ୍ଭାର

Action

4.4  

ଶ୍ଯାମସୁନ୍ଦର କୁମ୍ଭାର

Action

ଫଗୁଣର୍ ରଙ୍ଗ୍

ଫଗୁଣର୍ ରଙ୍ଗ୍

1 min
288


 ଆଏଲା ଫଗୁନ୍ ହିଟା ଦୁଗୁନ୍

     ପଲେଇ ଗଲାନ ମାଘ୍

ଶୀତ୍, ଖରା କି ବର୍ଷା ନିନ

      ଦେହେ ମନ୍ ସୁହା ପାଗ୍ l


ଆମ୍ ,ଚାର୍, ମହୁଲ୍, ଫଲ୍'ସା ,ଗଛେ

      ଆସିଗଲାନ କୁଁଚି

କୁଇଲି ରାନୀ ଗହକି ମନେ

       କୁହୁକୁହୁ ଦିଏ ଡାକି l


ଧର୍'ତୀ ରାନୀ ଶାଗୁଆ ଶାଢୀ

      ପିନ୍ଧି ଦଶୁଛେ ସୁନ୍ଦ୍'ରୀ

ଯେନ୍ ଆଡେ ଗଲେଁ ଆମ୍ ବଉଲର୍

      ବାସ୍ ଉଠୁଛେ କହଁରି l


ଯେନ୍'କେ ଯିବୁ ସେନ ଦେଖ୍'ବୁ

       ବିହା ବର୍'ପନର୍ ସଉକି

ରସିଆ ରସିଏନ୍'କର୍ ମନ୍ ଦିଆନିଆ

       ଭାବ୍ ସର୍'ସର୍ ଗହକି l


ଶିବ ରାତିରି ଜାଗର୍ ମେଲା

      ଭକ୍ତିରେ ବନ୍ଧା ଭକତ୍

ଧନ୍ ଜନ୍ ସୁଖ୍ ପାଏମୁଁ ବଲି

      କରୁଛନ୍ ଉଷା ବରତ୍ l


ହୁଇଲ୍ ପୁଡାବାକେ ଗାଁ ସହରେଁ

        ସିଆନ୍ ସୁଜନ୍ ଜୁଟ୍'ଲେନ

ଦୋଲ୍'ପୂନିଥିଁ ଫଗୁ ଖେଲ୍ ଲାଗି

        ସଜ୍'ବାଜ୍ ଆଝୁଁ ଚାଲ୍'ଲାନ l


ଯାତ୍'ରା ପାର୍ଟିର୍ ପୁଷ୍'ପୁନି ପାଲି

       ଟିକେ ନିନ ଫୁର୍'ସତ୍

ଗରେଲର୍ ଆମ୍ ସାଆଁଟିଲା ବାଗିର

        କେତେ ହଉଛନ୍ ଉସତ୍ ll


Rate this content
Log in

Similar oriya poem from Action